ଚୋଖି Chokhi
- ଦେ. ବି. (ସଂ. ଚୁକ୍ର) — ଖଟାପାଳଙ୍ଗ; ଏକପ୍ରକାର ଶାଗ — A kind of spinach (pot-herb)
- ଦେ. ବି. (ସଂ. ଚୁକ୍ର) — ସଙ୍ଗୀତର ରାଗବିଶେଷ — A metre of Oria songs
- ଦେ. ବି. (ସଂ. ଚୁକ୍ର) — [ଦ୍ର—ରାଗ ତଳେ ନୋଟ୍ ଦେଖ।]
- ଦେ. ବି. (ସଂ. ଚୁକ୍ର) — ଉତ୍କର୍ଷ; ଉତ୍ତମତା — Excellence
- ଦେ. ବି. (ସଂ. ଚୁକ୍ର) — ବାଲିଙ୍ଗି — Bragging; boasting
- ଦେ. ବି. (ସଂ. ଚୋକ୍ଷ) — ଚୋଖ (ଦେଖ) — Chokha (See)