ଚେତିବା Chetibā
- ଦେ. କ୍ରି (ସଂ. ଚିତ୍ ଧାତୁ) — ନିଦରୁ ଉଠିବା — To wake up from sleep
- ଦେ. କ୍ରି (ସଂ. ଚିତ୍ ଧାତୁ) — ଚେତି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ। ଭଞ୍ଜ, ଲାବଣ୍ୟବତୀ।
- ଦେ. କ୍ରି (ସଂ. ଚିତ୍ ଧାତୁ) — ହେଜିବା; ସ୍ମରଣ କରିବା — To recollect
- ଦେ. କ୍ରି (ସଂ. ଚିତ୍ ଧାତୁ) — ଚେତି ପାଇଲେ ନିଜ ଜ୍ଞାନ, ଜାଣିଲେ କୃଷ୍ଣ ଭଗବାନ। ଭୂପତି, ପ୍ରେମପଞ୍ଚାମୃତ।
- ଦେ. କ୍ରି (ସଂ. ଚିତ୍ ଧାତୁ) — ଇନ୍ଦ୍ରିୟାଦିଦ୍ୱାରା ଜାଣିବା — To perceive; to be conscious
- ଦେ. କ୍ରି (ସଂ. ଚିତ୍ ଧାତୁ) — ସତର୍କ ହେବା — To be cautious
- ଦେ. କ୍ରି (ସଂ. ଚିତ୍ ଧାତୁ) — ଚେତିଲା ନାରୀ ଘର କରେ—ଢଗ।
- ଦେ. କ୍ରି (ସଂ. ଚିତ୍ ଧାତୁ) — ଜାଣିବା — To know; to realise
- ଦେ. କ୍ରି (ସଂ. ଚିତ୍ ଧାତୁ) — ମୋତେ ତୁଚ୍ଛାକର କରଭେରୁ ମୁଁ ନଖର ଖର ଟିପୁଁ ଚେତି ଲାଜେ ଜରଜର। ଭଞ୍ଜ, ପ୍ରେମସୁଧାନିଧି।
- ଦେ. କ୍ରି (ସଂ. ଚିତ୍ ଧାତୁ) — ମନେ ରଖିବା — To remember
- ଦେ. କ୍ରି (ସଂ. ଚିତ୍ ଧାତୁ) — ଦୂରକର ଦ୍ୱାପରକୁ ଚେତ—କବିସୂର୍ଯ୍ୟ, ରତ୍ନାକରଚମ୍ପୂ, ଦ ଗୀତ।
- ପ୍ରାଦେ (ସମ୍ବଲପୁର) କ୍ରି — ଚେଇଁବା; ଜାଗ୍ରତ ହେବା — To watch up; to keep awake