ଚିଲ୍ଲୀ Chillī

  • ସଂ. ବି. (ଚିଲ୍ଲ ଧାତୁ+ଅ+ଈ) — ଭ୍ରୂଲତା — Eye brow
  • ସଂ. ବି. (ଚିଲ୍ଲ ଧାତୁ+ଅ+ଈ) — ଡରୁଆଟି ପରି ଟେକି ଚିଲ୍ଲୀ ଡେରି କର୍ଣ୍ଣପାଶ ନ ଚହଲି। କବିସୂର୍ଯ୍ୟ, ସଙ୍ଗୀତ।
  • ସଂ. ବି. (ଚିଲ୍ଲ ଧାତୁ+ଅ+ଈ) — ଝିଲ୍ଲୀ; ଝିଙ୍କାରି — Cricket (insect)
  • ଦେ. ବି — ଚିଲି (ଦେଖ) — Chili (See)