ଚାଳିତ Chāḻita

  • ସଂ. ବିଣ.—(ଚଳ୍ ଧାତୁ, ଣିଚ+ କର୍ମ. ତ) — ସଂଚାଳିତ — Caused to move; made to move
  • ସଂ. ବିଣ.—(ଚଳ୍ ଧାତୁ, ଣିଚ+ କର୍ମ. ତ) — ସ୍ଥାନାନ୍ତରିତ — Moved away; transferred
  • ସଂ. ବିଣ.—(ଚଳ୍ ଧାତୁ, ଣିଚ+ କର୍ମ. ତ) — ଆନ୍ଦୋଳିତ — Agitated, stirred
  • ସଂ. ବିଣ.—(ଚଳ୍ ଧାତୁ, ଣିଚ+ କର୍ମ. ତ) — ପ୍ରସ୍ତାବିତ — Proposed
  • ସଂ. ବିଣ.—(ଚଳ୍ ଧାତୁ, ଣିଚ+ କର୍ମ. ତ) — ଅନୁଶୀଳିତ — Exercised