ଚାଅଳତା Chāaḻatā

  • ଦେ. ବି — ମେଜେଣ୍ଡର; ମାଜେଣ୍ଟା; ବୈଜ୍ଞାନିକ ପ୍ରକ୍ରିୟାରେ ଆଲକାତରାରୁ ପ୍ରସ୍ତୁତ ଈଷତ୍ ନୀଳଦାନାଦାର୍ ରଙ୍ଗ— ବିଶେଷ — Magenta; a red pigment
  • ଦେ. ବି — [ଦ୍ର— ଏହି ମେଜେଣ୍ଡରଦାନାମାନ 'ଚା' ପତ୍ର ପରି ନାଲିଆ ହୁଏ। ଏଥିଯୋଗୁଁ ଏଥିର ନାମ ଚା-ଅଳତା ହୋଇଅଛି।]