ଚର୍ଚରା Charchara
- ଦେ. ବି — ନଈବଢ଼ି ସମୟରେ କୂଳସ୍ଥ ସମତଳ ବାଲି ଉପରକୁ ଚଞ୍ଚଳ ଚଞ୍ଚଳ ମାଡ଼ିଯିବା ଫେଣଯୁକ୍ତ ପାଣି — The foaming flood-water creeping up to a level sandy ground on the shore of the river
- ଦେ. ବି — ନଈବଢ଼ି ସମୟରେ କୂଳରେ ଲାଗିଥିବା ଫେଣ — Foam of flood-water creeping to the shore
- ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ଚର୍ଚ୍ଚ ଧାତୁ) — ଅତିରିକ୍ତ ପରିମାଣରେ ବୋଳାଯାଇଥିବା (ତୈଳାଦି) — (oil etc) Excessively annointed over the body