ଚର୍ଚା Charchā

  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଆନ୍ଦୋଳନ — Agitation
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଆଲୋଚନା — Discussion; dealing with a subject
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ବିଚାର; ବିବେଚନା — Consideration; deliberation
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଅନୁଶୀଳନ — Study of a theme
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ପୁନଃ ପୁନଃ ଆବୃତ୍ତି — Recitation; repetition
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଜପ; ଚିନ୍ତା; ଅନୁଧ୍ୟାନ — Constant pondering over a matter; reflecting upon
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଲେପନ; ବୋଳିବା — Besmearing; anointing; laying on
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଅନୁସନ୍ଧାନ — Investigation; enquiry
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଭ୍ରମଣ — Walking; travelling
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ପରୀକ୍ଷା — Testing; examination
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ଯତ୍ନ — Care; attention
  • ସଂ. ବି. ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ) — ବର୍ଣ୍ଣନ; ବୟାନ (ହ. ଶବ୍ଦସାଗର) — Description