ଚମ୍ପକ Champaka

  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ଚମ୍ପାଫୁଲ ଓ ଗଛ — The Champaka flower and tree; Michelia Champaka
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — [ଦ୍ର—ଏହି ଫୁଲ ହେମବର୍ଣ୍ଣ ଓ ଉଗ୍ରଗନ୍ଧବିଶିଷ୍ଟ। ନାନାବର୍ଣ୍ଣର ଚମ୍ପକ ପୁଷ୍ପ ଦେଖାଯାଏ। ଯଥା—ନାଲିମିଶା ହଳଦିଆ, ଗାଢ଼ ହଳଦିଆ, ଫକ୍କା ହଳଦିଆ ଓ ଧଳା। ମୂର୍ଖମାନେ 'ଚମ୍ପକ' କୁ 'ଚମ୍ପେକ' ବୋଲି ଉଚ୍ଚାରଣ କରନ୍ତି। କୈଣସି କୌଣସି ଓଡ଼ିଆ ପୁସ୍ତକରେ ମଧ୍ୟ ଏପରି ଲେଖାଥିବାର ଦେଖାଯାଏ।]
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ନଗରବିଶେଷ — Name of a town in ancient India
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — [ଦ୍ର—ଏହା ପୂର୍ବେ ଅଙ୍ଗ ଦେଶର ରାଜଧାନୀ ଥିଲା; କର୍ଣ୍ଣ ଏଥିର ରାଜା ଥିଲେ। ଆଧୁନିକ ଭାଗଲପୁରର ପାଖଆଖରେ ଏ ନଗରୀ ଥିଲା।]
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ଚମ୍ପାକଦଳୀ — A kind of banana with sweet smell
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ସାଂଖ୍ୟଦର୍ଶନୋକ୍ତ ସିଦ୍ଧିବିଶେଷ; ରମ୍ୟକସିଦ୍ଧି (ହି. ଶବ୍ଦ— ସାଗର) — A kind of success in meditation
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — ଦୀପକରାଗର ପୁତ୍ର; ରାଗବିଶେଷ (ହି. ଶବ୍ଦସାଗର) — Name of a musical tune
  • ସଂ. ବି (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ) — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ। ଏହା ଦିବସର 3 ୟ ପ୍ରହରରେ ଗେୟ।] — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ ଏହା ଦିବସର3ୟ ପ୍ରହରରେ ଗେୟ]