ଚମକଦମକ Chamakadamaka

  • ଦେ. ବି. (ସହଚର) — ଚାକଚକ୍ୟ; ଉଜ୍ଜ୍ୱଳତା; ଦୀପ୍ତି — Glitter; splendour
  • ଦେ. ବି. (ସହଚର) — (ଯଥା— ତା ଚମକଦମକ ଦେଖି ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି।)