ଚମକା Chamakā

  • ଦେ. ବି — ମନରେ ହଠାତ୍ ଭୟ ବା ଛାନିଆଁ ପଶିବା — Wincing
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଯେ ହଠାତ୍ ଚମକିଉଠେ; ଛାନିଆଁ — Wincing; timid
  • ଦେ. ବିଣ. ପୁଂ ଓ ସ୍ତ୍ରୀ — (ଯଥା—ଚମକା ଘୋଡ଼ା।)