ଚପାଇବା Chapāibā
- ଦେ. କ୍ରି — ଚପିବା କ୍ରିୟାର ଣିଜନ୍ତରୂପ — The causative form of chapibā
- ଦେ. କ୍ରି — କାଗଜରେ ଅଠାଦ୍ୱାରା ଅନ୍ଯ ପାତଳା ବସ୍ତୁ (କୋଟଫି, ଟିକଟ) ଲଗାଇବା — To stick something with gum to another thing
- ଦେ. କ୍ରି — (ଯଥା— ଦରଖାସ୍ତ ଉପରେ କୋଟ୍ଫି ଚପାଇବା।)
- ଦେ. କ୍ରି — ଦବାଇବା; ଦବିବା — To press
- ଦେ. କ୍ରି — ଲୁଚାଇବା; ଗଡ଼ପ୍କରିବା — To hush up a thing; to suppress
- ଦେ. କ୍ରି — ସମସ୍ତଙ୍କୁ ଭୟରେ ନତମସ୍ତକ ବା ଚୁପ୍ କରାଇବା — To silence a person by frightening
- ଦେ. କ୍ରି — ଅନ୍ୟଦ୍ୱାରା ଚାପିବା କର୍ମ କରାଇବା — To cause to press
- ଦେ. କ୍ରି — କାଗଜ ଉପରେ ଲେଖା ହୋଇଥିବା କାଳିକୁ ଶୋଷିବା ନିମନ୍ତେ ଚପା କାଗଜ ମାଡ଼ିବା — To blot a writing with blotting
- ଦେ. କ୍ରି — ଧମକାଇବା — To threaten