ଚଣ୍ଡୁଳ Chaṇḍuḻa

  • ସଂ. ବି — ଏକପ୍ରକାର ସୁନ୍ଦର ଭରତିଆ ପକ୍ଷୀ — A kind of beautiful lark; the skylark; Alonda Gulgula
  • ସଂ. ବି — [ଦ୍ର—ଏହାର ବର୍ଣ୍ଣ ମାଟିଆ; ଏ ଗଛଉପରେ ସୁନ୍ଦର ବସା ନିର୍ମାଣ କରେ ଓ ଏହାର ରାବ ସୁମଧୁର।]