ଚଟପଟିଆ Chaṭapaṭiā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଚଟୁଳ=ଚଞ୍ଚଳ+ପଟୁ) — ଅତି ଚଞ୍ଚଳ — Hasty
  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଚଟୁଳ=ଚଞ୍ଚଳ+ପଟୁ) — ତ୍ୱରିତ — Brisk; swift