ଚଉବିଂଶ Chaubiṁṡa

  • ଦେ. (ପଦ୍ଯ) ବି (ସଂ. ଚତୁର୍ବିଂଶ; ପ୍ରା. ଚଉବ୍ୱୀସା) — ଚବିଶି; 24 ସଂଖ୍ୟା — ଚବିଶି;24ସଂଖ୍ୟା—24
  • ଦେ. ବିଣ — 24 ସଂଖ୍ୟକ — 24ସଂଖ୍ୟକ—Numbering 24
  • ଦେ. ବିଣ — ଚଉବିଂଶ ସହସ୍ର ଭାରତ ଋଷି କଲେ—କୃଷ୍ଣସିଂହ, ମହାଭାରତ, ଆଦି।