ଚଉବାହା Chaubāhā

  • ଦେ. ବିଣ (ସଂ. ଚତୁର୍ବାହୁ) — ଚତୁର୍ଭୁଜବିଶିଷ୍ଟ — Having four arms
  • ଦେ. ବି — ଶ୍ରୀ ଜଗନ୍ନାଥ; ବିଷ୍ଣୁ — God Jagannātha; Bishṅu
  • ଦେ. ବି — ମୋ ବୁଦ୍ଧିରେ ତୁମ୍ଭଙ୍କୁ କେହି ଚଉବାହା, ଜାଣିକରି ଭଜିବି କହ ମତେ ତାହା। କୃଷ୍ଣସିଂହ, ମହାଭାରତ, ସଭା।