ଘାଏ ଘାଏ Ghāe ghāe

  • ଦେ. କ୍ରି. ବିଣ. (ସଂ. ଘାତ) — ଏକ ଏକ ପ୍ରହାର କରି — Stroke by stroke
  • ଦେ. କ୍ରି. ବିଣ. (ସଂ. ଘାତ) — ଥରକେ ଏକ ପ୍ରହାର ଦେଇ; ଥରକେ ପାହାରେ — One stroke at a time
  • ଦେ. କ୍ରି. ବିଣ. (ସଂ. ଘାତ) — ରଜାକୁ ଘାଏ ଘାଏ ରାଣୀଙ୍କ ଯୁଗବୁଡ଼। ଢଗ।
  • ଦେ. କ୍ରି. ବିଣ. (ସଂ. ଘାତ) — ଥରକୁ ଥର; ବାରଂବାର — Repeatedly; over and over
  • ଦେ. କ୍ରି. ବିଣ. (ସଂ. ଘାତ) — (ଯଥା—ତୁ ଏଠାକୁ ଘାଏ ଘାଏ ଆସୁଥିବୁ ତ।)