ଘଣ୍ଟିକା Ghaṇṭikā

  • ସଂ. ବି. (ଘଣ୍ଟ+କ+ସ୍ତ୍ରୀ. ଆ) — କ୍ଷୁଦ୍ର ଘଣ୍ଟା — Small bell
  • ସଂ. ବି. (ଘଣ୍ଟ+କ+ସ୍ତ୍ରୀ. ଆ) — ଘୁଂଗୁର — Tinkling bell used as ornament
  • ସଂ. ବି. (ଘଣ୍ଟ+କ+ସ୍ତ୍ରୀ. ଆ) — (ଘଣ୍ଟିକ+ଆ)—ମାଈ କୁମ୍ଭୀର — A female alligator
  • ଦେ. ବି — ଗଳା ମଧ୍ୟରେ ତାଳୁରେ ଝୁଲୁ— ଥିବା ମାଂସ ପିଣ୍ଡ — Palate; the uvula; the epiglottis
  • ଦେ. ବି — ଛଣପଟ ଫୁଲ — Flower of the flax plant (looking like small bells)
  • ଦେ. ବି — ଗଳାର ଘଣ୍ଟିକା ବଢ଼ିବା ରୋଗ — A disease consisting of swelling of the uvula