ଘଣ୍ଟୀ Ghaṇṭī

  • ସଂ. ବିଣ. (ଘଣ୍ଟ+ସ୍ତ୍ରୀ. ଈ) — ଘଣ୍ଟା ପରି ଶବ୍ଦ କରୁଥିବା — Sounding like a bell
  • ସଂ. ବିଣ. (ଘଣ୍ଟ+ସ୍ତ୍ରୀ. ଈ) — ଯହିଁରେ ଘଣ୍ଟା ଲାଗି ଥାଏ — Furnished with bells
  • ସଂ. ବି. (ଘଣ୍ଟ+ଇନ୍; 1 ମା. 1 ବ) — ଶିବ — Ṡiba
  • ସଂ. ବି. (ଘଣ୍ଟ+ଇନ୍; 1 ମା. 1 ବ) — ଘଣ୍ଟିକା (ଦେଖ) — Ghaṇṭikā (See)