ଘଟ Ghaṭa

  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ଧାତୁ ଅଥବା ମୃତ୍ତିକା ନିର୍ମିତ କଳଶ; କୁମ୍ଭ; ମାଠିଆ — Water-jar; pitcher (of metal or earth)
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ଗଜକୁମ୍ଭ; ଗଜକପୋଳ — The forehead or temples of an elephant
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ମସ୍ତକ — Head
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ମସ୍ତିସ୍କ — Brain
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ପ୍ରାଣ; ଜୀବନ — Life
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ହେବାର ତୁମ୍ଭ ସ୍ନେହେ ଲଟପଟ ଉତ୍ତମ ପକ୍ଷ ଛଡ଼ିବାର ଘଟ। କବିସୂର୍ଯ୍ୟ, ସଙ୍ଗୀତ।
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ଦେହ; ଶରୀର — Body
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — କି ଘେନିଯିବୁ ତୋର ଛୁଟିଲେ ଘଟ। ମନୋବୋଧ ଚଉତିଶା. କ ପଦ।
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ମୂର୍ତ୍ତି; ପ୍ରତିମା — A bodily representation; image
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — ମୃତବ୍ଯକ୍ତିର ଶୁଦ୍ଧିକ୍ରିୟାରେ ଯେଉଁ ମାଠିଆ ତିକାଠିଆ ଉପରେ 9 ଦିନ ପର୍ଯ୍ୟନ୍ତ ସ୍ଥାପିତ ହୋଇ ଦଶମ ଦିନ ପାଣିରେ ଫିଙ୍ଗାଯାଏ — ମୃତବ୍ଯକ୍ତିର ଶୁଦ୍ଧିକ୍ରିୟାରେ ଯେଉଁ ମାଠିଆ ତିକାଠିଆ ଉପରେ9ଦିନ ପର୍ଯ୍ୟନ୍ତ ସ୍ଥାପିତ ହୋଇ ଦଶମ ଦିନ ପାଣିରେ ଫିଙ୍ଗାଯାଏ—. An earthen water-pitcher which is placed on a tripod during 9 days of the obsequies of a deceased person and which is consigned to water on the 10th day
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — କୁମ୍ଭକ; ପ୍ରାଣାୟାମକାଳୀନ ଶ୍ୱାସରୋଧ — Control or suspension of breathing during breath-exercise
  • ସଂ. ବି. (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ — (ଜ୍ୟୋତିଷ) କୁମ୍ଭରାଶି — (astrology) Aquarius; the 11th sign of the zodiac