ଘଟ୍ଠଉଁ Ghaṭṭhauñ

  • ଗ୍ରା. (ଇତର) ଅ — ଘରଠାରୁ — From home
  • ଗ୍ରା. (ଇତର) ଅ — (ଯଥା—ମୋର ଘଟ୍ଠଉଁ କିଛି ଖବର ଅବଧି ଆସି ନାହିଁ।)