ଘଟ୍ଟିତ Ghaṭṭita

  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ଚାଳିତ — Shaken; moved
  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ଘଣ୍ଟା ହୋଇଥିବା — Stirred; agitated
  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ଘୋଟା ହୋଇଥିବା — Pressed; pounded
  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ଗଠିତ; ନିର୍ମିତ — Built up; constructed
  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ଆହତ — Struck
  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ମଡ଼ା ଯାଇଥିବା — Pressed; smoothed down. (M.W.)
  • ସଂ. ବିଣ.—(ଘଟ୍ଟ ଧାତୁ+କର୍ମ. ତ) — ଘଷା ହୋଇଥିବା — Rubbed. (M.W.)