ଘଟୁଆରି Ghaṭuāri
- ଦେ. ବି — ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜା ପାଇଁ ଚନ୍ଦନ ଘୋରିବା ସେବକବିଶେଷ — A class of temple-servants whose duty. is to prepare sandal-paste for the Deity at Puri
- ଦେ. ବି — ରାଜାମାନଙ୍କ ବ୍ଯବହାର ନିମନ୍ତେ ଯେଉଁ ଭୃତ୍ୟମାନେ ଚନ୍ଦନ ଘୋରନ୍ତି — A class of Raja's Servants who prepare sandal-paste for a raja
- ଦେ. ବି — ଜାତି ମୋହର ଘଟୁଆରୀ ଜୀବିକା କଂସ ସେବାକାରୀ। ଜଗନ୍ନାଥ. ଭାଗବତ।