ଘଟୀ Ghaṭī

  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ଘଟାକୃତି ପିତ୍ତଳ ବା କାଂସ୍ୟ କ୍ଷୁଦ୍ର ଜଳପାତ୍ର; ଲୋଟା; ଢାଳ — A small metal pitcher or jug
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ମାଠିଆ — An earthing jug
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ଘଟୀସରିକି କରେ, ନାହିଁ କି ବିବେକରେ, ମହାର୍ଣ୍ଣବରେ ଅବଗାହିଲୁ ରେ—କବିସୂର୍ଯ୍ୟ. କିଶୋରଚମ୍ପୂ. ଘ-ଗୀତ।
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ଘଡ଼ି; ଛୋଟ କୁମ୍ଭ — A small earthen jug
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ପ୍ରହରକର 1/4 ସମୟ ବା ମୁହୂର୍ତ୍ତ — ପ୍ରହରକର1/ସମୟ ବା ମୁହୂର୍ତ୍ତ— . 3/ of an hour; about 5 minutes
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ଦଣ୍ଡ — About; 24 minutes
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — ଘଣ୍ଟା — An hour
  • ସଂ. ବି (ଘଟ+କ୍ଷୁଦ୍ରାର୍ଥେ. ଈ) — (ଘଟ ଧାତୁ+ ଇନ୍; 1 ମା. 1 ବ.)କୁମ୍ଭରାଶି — (ଘଟ ଧାତୁ+ ଇନ୍;1ମା.1ବ.)କୁମ୍ଭରାଶି— . The zodiacal sign Aquarius