ଘଟାଇବା Ghaṭāibā
- ଦେ. କ୍ରି.—(ସଂ. ଘଟ୍ ଧାତୁ) — ଘଟନା କରାଇବା — To occasion; to cause to happen or take place; to bring about; to effct
- ଦେ. କ୍ରି.—(ସଂ. ଘଟ୍ ଧାତୁ) — ମିଳାଇବା — To cause to come together or appear; to bring together; to unite; to cause to fit in
- ଦେ. କ୍ରି.—(ସଂ. ଘଟ୍ ଧାତୁ) — ବନ୍ଦୋବସ୍ତ କରିବା — to arrange
- ଦେ. କ୍ରି.—(ସଂ. ଘଟ୍ ଧାତୁ) — ଯେ ଯାହାର ଯୋଗ୍ୟ ତାହା ପ୍ରଜାପତି, ରଖିଛନ୍ତି ସିନା ବେଳୁଁ ଘଟାଇ। ନନ୍ଦକିଶୋର. କୃଷ୍ଣକୁମାରୀ।
- ଦେ. କ୍ରି.—(ସଂ. ଘଟ୍ ଧାତୁ) — ମିଥ୍ୟା କଥା କହିବା — To speak lie
- ଦେ. କ୍ରି.—(ସଂ. ଘଟ୍ ଧାତୁ) — କୌଣସି ଘଟନା ସମ୍ଭବପର ବା ଘଟି ଅଛି ବୋଲି ଯେପରି ଶ୍ରେତାର ମନରେ ବିଶ୍ୱାସ ହେବ, ସେହିପରି କହିବା — To relate a thing in such a manner that the hearer will believe the thing probable or will believe that such a thing has actually happened