ଘଟକିବା Ghaṭakibā

  • ପ୍ରାଦେ. (ସିଂହଭୁମି ଓ ଗଡ଼ଜାତ) କ୍ରି — ଦଉଡ଼ିବା — To run
  • ପ୍ରାଦେ. (ସିଂହଭୁମି ଓ ଗଡ଼ଜାତ) କ୍ରି — ଘଟକି ଆସିବେ ଏଣେ ଏହି ନାହା, ନ ଦିଶିବ ତୁମ୍ଭ ପଳାଇବା ରାହା। ଅଜୟଚନ୍ଦ୍ର. ଶେଷବନ୍ଦୀ।
  • ଦେ. କ୍ରି (ଧ୍ୱନୀକରଣ) — ମରିବାର ପୂର୍ବାବସ୍ଥାରେ ଘଡ଼ ଘଡ଼ ଶବ୍ଦ କଣ୍ଠରୁ ବାହାର କରିବା; ଘଡ଼କିବା — To emit a gurgling sound before death