ଘଟକାର Ghaṭakāra

  • ସଂ. ବି. ପୁଂ — କୁମ୍ଭକାର; କୁମ୍ଭାର — Potter
  • ଦେ. ବି — ଘଟନାକାରୀ ବ୍ଯକ୍ତି — One who accomplishes or brings about any matter
  • ଦେ. ବି — ବୋଲେ ଘଟ ଘଟ କେଉଁ ଘଟକାର ଏହି କି ଘଟ ଘଟ ନେବ—ଭଞ୍ଜ.ବୈଦେହୀଶବିଳାସ।