ଗ୍ରାସକ Grasaka

  • ସଂ. ବିଣ. ପୁଂ. (ଗ୍ରସ ଧାତୁ+କର୍ତ୍ତୃ. ଅକ) — ଧରିଲାବାଲା — Seizing
  • ସଂ. ବିଣ. ପୁଂ. (ଗ୍ରସ ଧାତୁ+କର୍ତ୍ତୃ. ଅକ) — ଗିଳିଲାବାଲା — Devouring
  • ସଂ. ବିଣ. ପୁଂ. (ଗ୍ରସ ଧାତୁ+କର୍ତ୍ତୃ. ଅକ) — ଯେ ଲୁଚାଏ — Concealing