ଗୌରବାସନ Ga̲u̲abāsana

  • ସଂ. ବି. (ମ. ପ. ଲୋ; ଗୌରବ+ ଆସନ) — ସମ୍ମାନର ପରିଚାୟକ ଆସନ; ଯେଉଁ ଆସନ ସମ୍ମାନିତ ବ୍ଯକ୍ତି ଅଧିକାର କରନ୍ତି — Seat of honour