ଗେନ୍ଧା Gendhā

  • ଦେ. ବି (ଅଶ୍ଳୀଳ) [ସଂ. ଗନ୍ଧ (?)] — ଲିଙ୍ଗମଳ (ଏହା ଅତ୍ୟନ୍ତ ଦୁର୍ଗନ୍ଧମୟ) — The execrecense formed inside the penis
  • ଦେ. ବି (ଅଶ୍ଳୀଳ) [ସଂ. ଗନ୍ଧ (?)] — ନାସିକା ମଧ୍ୟରେ ସଞ୍ଚିତ ମଳି — The execrecense formed inside the nostrils