ଗୃହଜାତ Gṛuhajāta

  • ସଂ. ବିଣ ( 7 ମୀ ତତ୍; ଗୃହ+ଜାତ) — ଗୃହରେ ତିଆରି ହୋଇଥିବା — Made or prepared in the house
  • ସଂ. ବିଣ ( 7 ମୀ ତତ୍; ଗୃହ+ଜାତ) — (କର୍ତ୍ତାଙ୍କ) ଗୃହରେ ଜନ୍ମଗ୍ରହଣ କରିଥିବା (ଯଥା—ଦାସ) — Born in the (master's) house (e.g. a slave.)
  • ସଂ. ବିଣ ( 7 ମୀ ତତ୍; ଗୃହ+ଜାତ) — ଗୃହରେ ସଞ୍ଚିତ — Stored in the house
  • ସଂ. ବିଣ ( 7 ମୀ ତତ୍; ଗୃହ+ଜାତ) — ( 2 ୟା ତତ୍) ଗୃହକୁ ଆନୀତ — (2ୟା ତତ୍) ଗୃହକୁ ଆନୀତ—. Brought to one's house