ଗୂଢ଼ପାଦ Gūṟḍ̠hapāda

  • ସଂ. ବି. (ବହୁବ୍ରୀହି; ଗୂଢ଼+ପାଦ) — କଚ୍ଛପ — Tortoise
  • ସଂ. ବି. (ବହୁବ୍ରୀହି; ଗୂଢ଼+ପାଦ) — ସର୍ପ — Serpent
  • ସଂ. ବିଣ — ଯେଉଁ ଜୀବର ଗୋଡ଼ ବାହାରକୁ ଦେଖାଯାଏ ନାହିଁ — (an animal) Whose feet are not visible