ଗୁହାଶୟ Guhāṡaya
- ସଂ. ବି. (ଗୁହା+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ) — ଯେଉଁ ପଶୁମାନେ ଗୁହାରେ ବାସ କରନ୍ତି (ଯଥା ବାଘ; ସିଂହ) — Beasts living in dens or lairs
- ସଂ. ବି. (ଗୁହା+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ) — ମୂଷା — Mouse
- ସଂ. ବି. (ଗୁହା+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ) — ପରମାତ୍ମା — The Supreme Soul
- ସଂ. ବି. (ଗୁହା+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ) — ଜୀବାତ୍ମା — The Human Soul
- ସଂ. ବି. (ଗୁହା+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ) — ଅଜ୍ଞାନ — Ignorance
- ସଂ. ବିଣ — ଗୁହାଶାୟୀ; ଗୁହାସ୍ଥିତ — Sleeping or lying in a cave or lair