ଗୁହିଆ Guhiā

  • ଦେ. ବିଣ. ପୁଂ — ବିଷ୍ଠାଲିପ୍ତ — Besmeared with ordure
  • ଦେ. ବିଣ. ପୁଂ — ଘୃଣ୍ୟ — Despicable
  • ଦେ. ବିଣ. ପୁଂ — ମଇଳା — Dirty
  • ଦେ. ବି. ପୁଂ — ଅପର୍ତ୍ତିଆଣୀ ଶିଶୁଙ୍କୁ ଦିଆଯିବା ନାମ — A name given to children whose elders have predeceased them
  • ଦେ. ବି. ପୁଂ — ମାଆ-ବାପାଙ୍କ ଅଯୋଗ୍ୟ ପଣେ ପୁଅ ନାଁ ଗୁହିଆ—ଢଗ।