ଗୁହାଣି Guhāṇi
- ପ୍ରାଦେ. (ଗଞ୍ଜାମ) ବି — ବନ୍ଧା ଗୋରୁମାନେ ଘାସକୁଟା ଆଦି ଖାଇବା ବେଳେ କାଳେ ତାହା ଗୋଡ଼ରେ ଦଳି ନଷ୍ଟ କରି ପକାଇବେ ଏଥିପାଇଁ ଘାସକୁଟାକୁ ଅଟକାଇ ରଖିବା ପଟାବାଡ଼ — Manger; a plank put between the fodder and the feet of stall-fed cattle
- ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏ ପଟାବାଡ଼ର ଗୋଟିଏ ପାଖରେ ଗୋରୁ ଠିଆ ହୋଇ ପଟାର ଆର ପାଖକୁ ମୁଁହ ବଢ଼ାଇ କୁଟା ଆଦି ଖାଏ।]