ଗୁଣକାରକ Guṇakāraka

  • ସଂ. ବିଣ(ଗୁଣ+କୃ ଧାତୁ+କର୍ତ୍ତୃ. ଅକ) — ଫଳପ୍ରଦ — Effectual; effective; efficacious
  • ସଂ. ବିଣ(ଗୁଣ+କୃ ଧାତୁ+କର୍ତ୍ତୃ. ଅକ) — ଉପକାରକ — Beneficient; advantageous
  • ସଂ. ବିଣ(ଗୁଣ+କୃ ଧାତୁ+କର୍ତ୍ତୃ. ଅକ) — ସହାୟକ — Helpful