ଗୁଠଭଟା Guṭhabhaṭā

  • ପ୍ରାଦେ (ସମ୍ବଲପୁର) ବି — ଗୋରୁ ଗୋଠ ପାଇଁ ଗ୍ରାମର ବାହାରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନ — A place outside the village used as a cattle-pen