ଗୁଡ଼କ Guṟḍ̠aka

  • ସଂ. ବି. (ଗୁଡ଼+କ) — ଗୁଣ୍ଡା (ଭାତ ଆଦିର) — A mouthful (of rice etc)
  • ସଂ. ବି. (ଗୁଡ଼+କ) — ଗୋଳକ — A ball
  • ସଂ. ବି. (ଗୁଡ଼+କ) — ଗୁଡ଼ରେ ପକ୍ୱ ଔଷଧବିଶେଷ; ମୋଦକ — Medicine sweetened with treacle