ଗୁଟିକା Guṭikā

  • ସଂ. ବି. ସ୍ତ୍ରୀ (ଗୁଡ଼ ଧାତୁ+ଇକ୍+ସ୍ତ୍ରୀ. ଆ) — ଗୁଟି (ଦେଖ) — Guṭi (See)
  • ଦେ. ବି — ଖୁଆର ଲଡ଼ୁ; ଘନୀଭୂତ ମିଷ୍ଟାନ୍ନଯୁକ୍ତ ଦୁଗ୍ଧପ୍ରସ୍ତୁତ ଲଡ୍ଡୁ — A ball of sweet-meat prepared from condensed milk
  • ଦେ. ବି — (ବୈଦ୍ଯକ) ବୃକ୍ଷବିଶେଷ — A kind of tree