ଗୁଟି Guṭi

  • ସଂ. ବି. (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ) — ବଟିକା — Pill
  • ସଂ. ବି. (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ) — ଗୁଳା; ଗୁଳି — Ball; globule
  • ସଂ. ବି. (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ) — ମୁକ୍ତା — Pearl
  • ସଂ. ବି. (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ) — ରେସମ ବା ତସର ପୋକର ଗୋଲାକାର ଖୋଳ — Cocoon
  • ସଂ. ବି. (ଗୁଡ଼୍ ଧାତୁ=ବେଷ୍ଟନ କରିବା+କର୍ମ. ଇ) — ଗୋଲ ବାଲିଗରଡ଼ା — Round pebble
  • ପ୍ରାଦେ. (ବାଲେଶ୍ୱର) ବି — ଗୋବସନ୍ତ ରୋଗ — Rinderpest; cattle small-pox
  • ସର୍ବ — ଗୋଟି (ଦେଖ) — Goṭi (See)
  • ପ୍ରାଦେ. (ମେଦିନୀପୁର) ବି — ନଡ଼ିଆ ଗୋଟମା — Very small cocoanut fruit