ଗିଲ୍ଟି Gilṭi
- ବୈଦେ. ବିଣ. (ଇଂ. ଗିଲ୍ଟ୍) — କୌଣସି ପଦାର୍ଥରେ ସୁନାପାଣି ମଡ଼ାଇ ସୁନାର ରଙ୍ଗଯୁକ୍ତ କରାଯାଇଥିବା — Guilt
- ବୈଦେ. ବିଣ. (ଇଂ. ଗିଲ୍ଟ୍) — (ଲକ୍ଷଣାର୍ଥ) କୃତ୍ରିମ; ଭେଲ — Got-up; not genuine
- ବୈଦେ. ବି. (ସଂ. ଗ୍ରନ୍ଥ) — ଦେହସନ୍ଧିର ଗ୍ରନ୍ଥି — Lymphatic gland
- ବୈଦେ. ବି. (ସଂ. ଗ୍ରନ୍ଥ) — ଦେହର ସନ୍ଧି ଫୁଲି ଦରଜ ହେବା ରୋଗ — Painful swelling of the lymphatic glands of the body