ଗିଳ Giḻa

  • ସଂ. ବି (ଗୃ ଧାତୁ=ଗ୍ରାସ କରିବା+କର୍ତ୍ତୃ. ଅ) — କୁମ୍ଭୀର — Crocodile
  • ସଂ. ବି (ଗୃ ଧାତୁ=ଗ୍ରାସ କରିବା+କର୍ତ୍ତୃ. ଅ) — ଟଭା ଗଛ — The Citron tree
  • ସଂ. ବିଣ — ଗ୍ରାସକ; ଯେ ଗ୍ରାସକରେ — Devouring
  • ସଂ. ବିଣ — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ। ଯଥା—ତିମିଙ୍ଗିଳ]।