ଗାଳିବା Gāḻibā

  • ଦେ. କ୍ରି. (ସଂ. ଗଳ୍ ଧାତୁ ଣିଚ; ସଂ. ଗାଳନ) — ଜଳ ମିଶ୍ରିତ ବସ୍ତୁରୁ ଜଳୀୟ ଅଂଶ ନିଗାଡ଼ିବା — To sift or strain from a substance containing water (e.g. boiling rice); to filter
  • ଦେ. କ୍ରି. (ସଂ. ଗଳ୍ ଧାତୁ ଣିଚ; ସଂ. ଗାଳନ) — (ଯଥା—ଫୁଟିଲା ଭାତରୁ ପେଜ ଗାଳିବା।)
  • ଦେ. କ୍ରି. (ସଂ. ଗଳ୍ ଧାତୁ ଣିଚ; ସଂ. ଗାଳନ) — ଛିଦ୍ରବାଟେ କୌଣସି କ୍ଷୁଦ୍ର କ୍ଷୁଦ୍ର ପଦାର୍ଥ (ଧାନ, ମାଟି, ଗୁଣ୍ଡ) ବା କାଦୁଅ ବିଶେଷ ପରିମାଣରେ ବାହାର କରିବା — To bring out or profusely pour down small praticles of things through a hole (eg. clay; dust; paddy etc)
  • ଦେ. କ୍ରି. (ସଂ. ଗଳ୍ ଧାତୁ ଣିଚ; ସଂ. ଗାଳନ) — (ଯଥା—ଓଳିଆରୁ ଧାନ ଗାଳିବା; ମୂଷା ମାଟି ଗାଳିବା; କଙ୍କଡ଼ା ଗାତବାଟେ କାଦୁଅ ଗାଳିବା।)