ଗାହକ Gāhaka

  • ସଂ. ବିଣ. ପୁଂ. (ଗାହ ଧାତୁ+କର୍ତ୍ତୃ. ଅକ) — ଅବଗାହନକାରୀ — Bathing
  • ସଂ. ବିଣ. ପୁଂ. (ଗାହ ଧାତୁ+କର୍ତ୍ତୃ. ଅକ) — ଯେ ବୁଡ଼େ — Diving