ଗାର୍ଡ୍ Gārḍ

  • ବୈଦେ. ବି. (ଇଂ. ଗାର୍ଡ୍) — ରେଳଗାଡ଼ିର ତତ୍ତ୍ୱାବଧାରକ — The guard of a Railway train
  • ବୈଦେ. ବି. (ଇଂ. ଗାର୍ଡ୍) — ଚୌକିଦାର; ପ୍ରହରୀ — Watchman; guard
  • ବୈଦେ. ବି. (ଇଂ. ଗାର୍ଡ୍) — ପରୀକ୍ଷା ପ୍ରଭୃତିରେ ପରୀକ୍ଷା ଦେଉଥିବା ପିଲାଙ୍କୁ ଜଗିବା ପାଇଁ ନିଯୁକ୍ତ ବ୍ଯକ୍ତି — The guard watching the examinees while writing answer-papers in the examination-hall
  • ବୈଦେ. ବି. (ଇଂ. ଗାର୍ଡ୍) — ସଶସ୍ତ୍ର ପ୍ରହରୀ — Sentry; armed soldier
  • ବୈଦେ. ବି. (ଇଂ. ଗାର୍ଡ୍) — କୌଣସି ବିଶିଷ୍ଟ କର୍ମ ପାଇଁ ନିଯୁକ୍ତ ଅଫିସରଙ୍କ ଆଜ୍ଞାନୁବର୍ତ୍ତୀ ପ୍ରହରୀଦଳ — A body of armed soldiers under a commander deputed for a certain duty