ଗାବିବା Gābibā

  • ଦେ. (ପଦ୍ଯ) କ୍ରି — ଗାନ କରିବା — To sing
  • ଦେ. (ପଦ୍ଯ) କ୍ରି — ଗାବନ୍ତି ହରଷେ ପ୍ରତୀଚୀ ଅଚଳ। ରାଧାନାଥ।
  • ଦେ. (ପଦ୍ଯ) କ୍ରି — ତଳକୁ ଚାପି ଦେବା; ଦବାଇବା — To press down a thing
  • ଦେ. (ପଦ୍ଯ) କ୍ରି — ଗୋପନ ବା ଅଦୃଶ୍ୟ କରାଇବା — To cause to disappear; to conceal; to hush up
  • ଦେ. (ପଦ୍ଯ) କ୍ରି — (ଲକ୍ଷଣାର୍ଥ) ଗୁଡ଼ାଏ ଖାଦ୍ୟ ଗଳାଧଃକରଣ କରିବା — (figurative) To devour a large quantity of food