ଗାବିନ୍ Gābin

  • ଗ୍ରା. ବିଣ. ସ୍ତ୍ରୀ. (ସଂ. ଗର୍ଭିଣୀ) — ଗର୍ଭିଣୀ — Big with child; pregnant
  • ଗ୍ରା. ବିଣ. ସ୍ତ୍ରୀ. (ସଂ. ଗର୍ଭିଣୀ) — [ଦ୍ର—ଏ ବିଶେଷଣ ପଶୁମାନଙ୍କ ପ୍ରତି ପ୍ରଯୁଜ୍ୟ।]