ଗାଜିବା Gājibā
- ଦେ. କ୍ରି — (ସଂ. ଗଜ) ବନ୍ଧୁକରେ ବା ବାଣରେ ବାରୁଦ ଖୁନ୍ଦିଲା ଭଳି ଖୋବିବା — To ram (like ramming powder into a gun with a rod)
- ଦେ. କ୍ରି — (ସଂ. ଗର୍ଜ) ବହୁ ପରିମାଣରେ ବା ମୂଷଳଧାରାରେ ବର୍ଷା କରିବା — To rain in torrents; to pour rain profusely
- ଦେ. କ୍ରି — (ସଂ. ଗର୍ଜ) ଖୁବ୍ ବହେ ପିଟିବା ବା ମାଡ଼ଦେବା — To administer a sound thrashing
- ଦେ. କ୍ରି — (ସଂ. ଗର୍ଜ) ଗର୍ଜନ କରିବା — To thunder; to roar
- ଦେ. କ୍ରି — ଗାଜିଲେ ଗଗନେ ସେହୁ ସାଜିଲେ ବରଷା। ପ୍ରାଚୀ, ରହସ୍ୟମଞ୍ଜରୀ।