ଗାଙ୍ଗୋଇ Gāṅgoi

  • ଦେ. ବି. — ଗଙ୍ଗେଇ; ମାଛରଙ୍କା ଚଢ଼େଇ — The kingfisher bird
  • ଦେ. ବି. — ଚଳ-ମତ୍ସେ ଚିଲା ମାରନ୍ତି ଗାଙ୍ଗୋଈ। ରାଧାନାଥ, ଚିଲିକା।
  • ଦେ. ବି. — [ଦ୍ର—ଏ ପକ୍ଷୀ ଲମ୍ବରେ ଦଶ ଆଙ୍ଗୁଳ ବଢ଼େ। ଏହାର ଥଣ୍ଟ ଲମ୍ବ; ପକ୍ଷ ନେଳି; ଏ ଜଳର ଦଶ କୋଡ଼ିଏ ହାତ ଉପରେ ଉଡ଼ି ଶୂନ୍ଯରେ ଏକସ୍ଥାନରେ ସ୍ଥିର ହୋଇ ରହି ପାଣିରେ ପହଁରୁ— ଥିବା ଛୋଟ ମାଛକୁ ଲକ୍ଷ୍ୟ କରେ ଓ ଠିକ୍ ଲମ୍ବଭାବରେ ସେହି ଜାଗାକୁ ଖସିପଡ଼ି ସେ ମାଛଟିକୁ ଥଣ୍ଟରେ ଧରି ନେଇ ଉପରକୁ ଉଡ଼ିଯାଇ କୈଣସି ବୃକ୍ଷର ଡାଳରେ ବସି ସେ ମାଛଟିକୁ ଗିଳିଦିଏ।]