ଗାଈଧରା Gāīdharā
- ଦେ. ବି. — ଗାଈ ପ୍ରସବ କରିବା ପରେ ଦୁଧ ଦୁହିଁବା ବେଳେ ନାତ ମାଇଲେ ବା ଦୁଷ୍ଟାମି କଲେ ଗଉଡ଼ମାନେ ତା ଯୋନି ଦ୍ୱାରରେ ମୁହଁ ଲଗାଇ ତା ପେଟକୁ ଫୁଙ୍କିବା— ରୂପ ନୃଶଂସ ପ୍ରଣାଳୀ — The cruel system practised by Indian cow-herds of blowing wind into the belly of a milch cow through its generative organ and thus reducing the cow to a helpless condition and forcing it to sumbit to being milched without giving any trouble
- ଦେ. ବି. — [ଦ୍ର—ଏପରି ପବନ ଫୁଙ୍କିଲେ ଗାଈଟି କାବୁ ହୋଇ ଯାଏ ଓ ଗଉଡ଼ମାନେ ଅକ୍ଳେଶରେ ଦୁଧ ଦୁହନ୍ତି।]