ଗଳାଇବା Gaḻāibā

  • ଦେ. କ୍ରି.—(ସଂ. ଗଳ ଧାତୁ)—(ଗଳିବାର ଣିଜନ୍ତ) — ପ୍ରବେଶ କରାଇବା — To thrust a thing (e.g. a thread) in to another (e.g. the eye of a needle.)
  • ଦେ. କ୍ରି.—(ସଂ. ଗଳ ଧାତୁ)—(ଗଳିବାର ଣିଜନ୍ତ) — ତରଳାଇବା — To melt
  • ଦେ. କ୍ରି.—(ସଂ. ଗଳ ଧାତୁ)—(ଗଳିବାର ଣିଜନ୍ତ) — ଗୁନ୍ଥିବା; ଗ୍ରଥିତ କରିବା — To string together
  • ଦେ. କ୍ରି.—(ସଂ. ଗଳ ଧାତୁ)—(ଗଳିବାର ଣିଜନ୍ତ) — ତୋଳି ମୁଁ ସୁମନାମନାନନ୍ଦଦାୟୀ ପାଇଁ ସୂତ୍ରରେ ଗଳାଇବି। ଭଞ୍ଜ, ପ୍ରେମସୁଧାନିଧି।
  • ଦେ. କ୍ରି.—(ସଂ. ଗଳ ଧାତୁ)—(ଗଳିବାର ଣିଜନ୍ତ) — (ଗାଳିବାର ଣିଜନ୍ତ) ଅନ୍ଯ ବ୍ଯକ୍ତି ଦ୍ୱାରା ଭାତହାଣ୍ଡିରେ ଥିବା ସିଦ୍ଧି ଅନ୍ନରୁ ପେଜ ନିଗଡ଼ାଇବା — To cause another to sift the redundant rice-water from the boiled rice